Day: March 3, 2021

ବଡାଇକ ସମାଜ ଆନୁକୁଲ୍ୟରେ କ୍ରିକେଟ ପ୍ରତିଯୋଗୀତା ଉଦଘାଟିତ :

ସୁନ୍ଦରଗଡ଼ ଜିଲ୍ଲା ନୁଆଗାଁ ବ୍ଲକ ଅନ୍ତର୍ଗତ ପୂରୁଣାପାଣି ସ୍ଥିତ କବି ବସ୍ତି ପଡିଆରେ ବଡାଇକ୍ ସାମାଜ ପକ୍ଷ୍ୟରୁ କ୍ରିକେଟ ପ୍ରତିଯୋଗିତା ସ୍ଥାନୀୟ ଯୁବକ ସଂଘ ଦ୍ଵାରା ଉଦଘାଟିତ ହୋଇଯାଇଛି l ଏହି ପ୍ରତିଯୋଗିତାରେ ସମୁଦାୟ

Read More

ଆଜି ଅପରାହ୍ନ ୫ଟା ସମୟରେ ରାଜ୍ୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା, ମାନ୍ୟବର ମଧ୍ୟମ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଓ ମାନ୍ୟବର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଉପସ୍ଥିତ ଥିଲେ ।

Read More

ଆଜି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକ ମଣପଡା ଗ୍ରାମ ପଞ୍ଚାୟତର ଭାର୍ଗବୀ ୟୁଥ୍ କ୍ଲବ୍ ତରଫରୁ ଆୟୋଜିତ ଦାମୋଦରପୁର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଛନ୍ତି । ଏହି ସମୟରେ ଉପସ୍ଥିତ ଥିଲେ ବ୍ରହ୍ମଗିରି ବିଜୁ ଜନତା ଦଳର ସଭାପତି ବିଦ୍ୟାଧର ସ୍ଵାଇଁ, ମଣପଡା ପଞ୍ଚାୟତ ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଜେନା, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣ ଚନ୍ଦ୍ର ରାଉତ ଓ ଯୁବ ନେତା ଭିମସେନ ଜେନା ।

Read More

ବରିଷ୍ଠ ନାଗରିକ ଓ ରୋଗୀମାନଙ୍କୁ କୋଭିଡ ଟିକାକରଣ :

ପୁରୀ-ତା.୦୧.୦୩.୨୦୨୧- ଜିଲ୍ଲାରେ ବରିଷ୍ଠ ନାଗରିକ ଏବଂ ୪୫ ବର୍ଷ ବୟସରୁ ଅଧିକ ଦୀର୍ଘକାଳୀନ ଜଟିଳରୋଗୀ ମାନଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି । ପୁରୀର କମଳା ଦେବୀ ମାତୃମଙ୍ଗଳ କେନ୍ଦ୍ରରେ ୧୦୦ ଜଣ ଏବଂ

Read More

ଶ୍ରୀ ଜଗନ୍ନାଥ ସୋସାଇଟି, ଲଣ୍ଡନର ବାର୍ତ୍ତାପତ୍ର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ୱାରା ଉନ୍ମୋଚିତ

ଲଣ୍ଡନ/ ଭୁବନେଶ୍ୱର : ବିଶ୍ବରେ ଶ୍ରୀ ଜଗନ୍ନାଥ ସଂସ୍କୃତି, ଚେତନା ଓ ଦର୍ଶନ ବ୍ୟାପକ ଭାବରେ ପ୍ରସାରିତ ହେବାରେ ଲାଗିଛି । ଯୁକ୍ତରାଜ୍ୟ (ଲଣ୍ଡନ) ତଥା ୟୁରୋପ ମହାଦେଶର ସର୍ବପ୍ରଥମ ଜଗନ୍ନାଥ ମନ୍ଦିର ଲଣ୍ଡନଠାରେ

Read More

୧୯୯୫ ମାଟ୍ରିକ ବ୍ୟାଚ ଛାତ୍ରୀଛାତ୍ର ଙ୍କର ବନ୍ଧୁ ମିଳନ :

ଡାବୁଗାଁ, ୨/୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର  ୧୯୯୫ ମାଟ୍ରିକ୍ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୯୯୫ ମାଟ୍ରିକ୍ ବ୍ୟାଚ୍ ର ୬୦ ଜଣ

Read More

ପାନୀୟ ଜଳ ସମସ୍ୟା ନେଇ ଡଙ୍ଗରିଗୁଡା ପମ୍ପ ହାଉସ ରେ ତାଲା ପକାଇଲେ ଗ୍ରାମବାସୀ :

 ଡାବୁଗାଁ, ୨/୩ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଡଙ୍ଗରିଗୁଡା ପଞ୍ଚାୟତ ରେ ପାଣିସମସ୍ୟା କୁ ଆଧାର କରି ଡଙ୍ଗରିଗୁଡା ପଞ୍ଚାୟତ ର ବିଭିନ୍ନ ୱାର୍ଡ ର ମହିଳା ମାନେ ସୋମବାର ଡଙ୍ଗରିଗୁଡା ଗ୍ରାମରେ

Read More

ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର।

ଜଗତସିଂହପୁର  ଜିଲ୍ଲା ଦଳିତ ବିକାଶ ପକ୍ଷରୁ ପିପିଏଲ ର ବୈମାତ୍ରକ ନୀତି ନେଇ ଆଜି ଜିଲ୍ଲା ପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ଦଳିତ ବିକାଶ

Read More

ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟ କାରିଣୀ ବୈଠକ।

ଜଗତସିଂହପୁର ଜିଲ୍ଲା ଯୁବକଂଗ୍ରେସ ପକ୍ଷରୁ ସ୍ଥାନୀୟ ସାରଦା ମଣ୍ଡପ ପରିସରରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲା ଯୁବକଂଗ୍ରେସ ସଭାପତି ପ୍ରଶାନ୍ତ ମଲିକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକ ରେ ରାଜ୍ୟ ଯୁବକଂଗ୍ରେସ

Read More

ଅଲଣାହାଟ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁମିଳନ।

– ଜଗତସିଂହପୁର  ଜିଲ୍ଲା ନାଉଗାଁ ବ୍ଲକ ର ଅଲଣା ପଂଚାୟତ ର ଅଲଣାହାଟ ହାଇସ୍କୁଲ ର 1992 ମସିହା ମାଟ୍ରିକ ବ୍ୟାଚ ର ପୁରାତନ ଛାତ୍ରଛାତ୍ରୀ ଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପୁରାତନ ଛାତ୍ର

Read More
Share on facebook
Share on google
Share on twitter
Share on linkedin
Share on whatsapp

Recent News:

କଣ ଏତେ ପ୍ରମାଣ ଥାଇ ବି ଗିରଫ ହେବେ ତ୍ରିପ୍ତି ଶତପଥୀ

ପ୍ରକୃତୀ ମିଶ୍ରଂକୁ ଆକ୍ରମଣ କରିବା ଘଟଣାରେ କଣ ଗିରଫ ହେବେ ତ୍ରିପ୍ତି ଶତପଥୀ ଏବଂ ତାଂକ ବାପା? କାରଣ ଯାହା ବିହେଉ ନା କାହିଁକି ପ୍ରକୃତୀ ଶାରୀରିକ ଆଘାତ ପାଇଥିବାର ର ରିପୋଟ ତାଂକ

Read More »

ଆଜି ରାଜ୍ୟରେ ୫୦୯ କରୋନା ପଜିଟିଭ ଚିହ୍ନଟ

ହୁ ହୁ ହୋଇ ବଢ଼ି ଚାଲିଛି କରୋନା ପଜିଟିଭ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୦୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି। ଚିହ୍ନଟ

Read More »

କଣ ଅରୁଣ ପଟ୍ଟନାୟକ ଓଡିଶା ର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି !!

ଅରୁଣ ପଟ୍ଟନାୟଂକୁ ମନେଇବା ପାଇଁ କଣ ଦାଦା ଯାଇଥିଲେ କି ଇଟାଲି, କଣ ସଫଳ ହେଲା ଇଟାଲି ଗସ୍ତ କଣ ବବି ଦାସ୍ ହେବେ ଡେପୁଟି ସି ଏମ୍ ସମୟ କହିବ , ହେଲେ

Read More »

ମା’ ହେଲେ ଓଲିଉଡ ଅଭିନେତ୍ରୀ ଝିଲିକ୍, ନିଜ ଜନ୍ମଦିନରେ ଦୁଇଟି ଯମଜ ଶିଶୁ କନ୍ୟାଙ୍କୁ ଦେଲେ ଜନ୍ମ

ମାଆ ହେଲେ ଓଲିଉଡ ଅଭିନେତ୍ରୀ ଝିଲିକ୍। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦୁଇଟି ଯମଜ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଝିଲିକ୍। ତେବେ ଆଜି ଝିଲିକଙ୍କର ମଧ୍ଯ ଜନ୍ମଦିନ । ସୂଚନା ଥାଉକି, ସୁକିନ୍ଦା

Read More »

କପିଲ ଶିବଲ ଦଳର ହାଇ କମାଣ୍ଡ ସୋନିଆ ଗାନ୍ଧିଙ୍କ ସହ ମତଭେଦ ପରେ ଆଜି ବିଧବଦ୍ଧ ଭାବେ ଦଳ ଛାଡ଼ିଛନ୍ତି

ପଳାୟନ ରୋକିବାରେ କଂଗ୍ରେସ ବିଫଳ । ୫ ମାସ ଭିତରେ ୫ ଜଣ ଯୁବ ଓ ଭେଟେରାନ ନେତା ଦକଳୁ କହିଲେଣି ବାଏ ବାଏ। ଏହି ୫ ଜଣଙ୍କ ତାଲିକାରେ ଆଜି କପିଲ ଶିବଲ

Read More »

ବିଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକ ଆଜାବୀନ କାରାଦଣ୍ଡରେ ଦଣ୍ଡିତ ..

କାରାଦଣ୍ଡରେ ଦଣ୍ଡିତ ହେଲେ ବିଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକ । ଏନେଇ ଦିଲ୍ଲୀର ପଟିଆଲା କୋର୍ଟ ଶୁଣାଣି କରିଛନ୍ତି । ଦୁଇଟି ମାମଲାରେ ଦୁଇଟି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।ଅନ୍ୟ ୫ଟି ମାମଲାରେ

Read More »

ଲାଲୁ ଯାଦବଙ୍କ ଘରେ ସିବିଆଇ ଚଢଉ । ଦିଲ୍ଲୀ, ପାଟଣା ସମେତ ଲାଲୁଙ୍କ ୧୭ ଠିକଣାରେ ରେଡ୍ ।

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଜେଲ ଦଣ୍ଡ ଭୋଗି ବାହାରକୁ ଆସିବା ପରେ ବି ସମସ୍ୟା ତାଙ୍କ ପିଛା ଛାଡୁନି । ଆଜି ସକାଳୁ ତାଙ୍କ ବାସଭବନରେ ସିବିଆଇ ଅତର୍କିତ ଚଢଉ କରିଥିବା

Read More »

ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଦୁଷ୍ମନ୍ତ ବେହେରା ଡକ୍ଟରେଟ ଉପାଧି ରେ ସମ୍ମାନିତ ।

ଫିଚର କାଲାମ୍ସ ବୁକ୍ ଅଫ୍ ରିକାଡସ୍ ଓ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ଚେନ୍ନାଇ,ତାମିଲନାଡୁ ଆନୁକୁଲ୍ୟରେ ଏକ ମିଳିତ ସଭାରେ ୨୬.୦୩.୨୦୨୨ ଦିନ ସଂଧ୍ୟା ୫ ଘଣ୍ଟା ସମୟରେ ତାମିଲନାଡୁର ଚେନ୍ନାଇ ସହର

Read More »

ଜୋର ଧରିଛି କ୍ୟାମ୍ପେନ , କିଏ ହେବ ମେୟର !!

ବିଜେଡି ର ସୁଲୋଚନା ଦାସ ବିଜେପି ର ସୁନିତି ମୁଣ୍ଡ୍ କଂଗ୍ରେସ ର ମଧୁସ୍ମିତା ଆଚାର୍ଯ୍ୟ କିଏ ଯିତିବ ରାଜଧାନୀର ମେୟର ଆସନ ସେଥିନେଇ ଖୁବ୍ ଚର୍ଚା ଏବଂ ଯୁକ୍ତି ଚାଲିଛି ରାଜଧାନୀର ଗଳି

Read More »