୧୯୯୫ ମାଟ୍ରିକ ବ୍ୟାଚ ଛାତ୍ରୀଛାତ୍ର ଙ୍କର ବନ୍ଧୁ ମିଳନ :

ଡାବୁଗାଁ, ୨/୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର  ୧୯୯୫ ମାଟ୍ରିକ୍ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୯୯୫ ମାଟ୍ରିକ୍ ବ୍ୟାଚ୍ ର ୬୦ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୪୦ ଜଣ ଛାତ୍ରଛାତ୍ରୀ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଶିକ୍ଷକ ଓ ଗୁରୁ ମାଁ ମାନଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ବନ୍ଧୁ ମିଳନ ଉତ୍ସବର ୨୫ ବର୍ଷ ସିଲଭର୍ ଜୁବଲି ରେ ପୁରୁଣା ସାଙ୍ଗ ସାଥିଙ୍କ ଓ ଶିକ୍ଷକ ଙ୍କ ସହ ମିଳନ ବେଶ୍ ନିଆରା ଥିଲା । ଆଜିର ଏହି ମିଳନ ଉତ୍ସବ ରେ ଉପସ୍ଥିତ ଥିଲେ ଟି. ଜଗନୁ, ଲୁନାଶ୍ରୀ ନିଶଙ୍କ, ରଞ୍ଜିତା ନାୟକ, ପ୍ରତାପ ନାୟକ, ଏସ. ଶ୍ରୀଦେବୀ, ଏମ.ଅନିତା, ମନୋଜ ଅଗ୍ରୱାଲ, ମୁସ୍ତାଫା ଲାଠିଆ, ମୃତୁଞ୍ଜୟ ବୈଠାରୁ, ସତ୍ୟ ମହାନ୍ତି, ମନୋଜ ନାୟକ, ଗୋପାଳ ନାୟକ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତି, ଅଜୟ ବଲ୍ଲଭ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ସୁଦର୍ଶନ ନାୟକ, ସରୋଜ ତ୍ରିପାଠୀ , ବସନ୍ତ ଦାସ ଏବଂ ମୋଟ ୪୦ ଜଣ ଛାତ୍ର ଛାତ୍ରୀ ଏବଂ  ପାଇଁ ସେମାନଙ୍କ ପାରିବବର୍ଗ ଉପସିତ ଥିଲେ । ଆଜିର ଏହି ଦିନଟା ସତରେ ୧୯୯୫ ମାଟ୍ରିକ ବ୍ୟାଚ ପିଲା ମାନଙ୍କ  ଏକ ଅଭୁଲା ସ୍ମୃତି ହୋଇ ରହିଯିବ ।

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା,Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here