କଣ ଏତେ ପ୍ରମାଣ ଥାଇ ବି ଗିରଫ ହେବେ ତ୍ରିପ୍ତି ଶତପଥୀ

ପ୍ରକୃତୀ ମିଶ୍ରଂକୁ ଆକ୍ରମଣ କରିବା ଘଟଣାରେ କଣ ଗିରଫ ହେବେ ତ୍ରିପ୍ତି ଶତପଥୀ ଏବଂ ତାଂକ ବାପା? କାରଣ ଯାହା ବିହେଉ ନା କାହିଁକି ପ୍ରକୃତୀ ଶାରୀରିକ ଆଘାତ ପାଇଥିବାର ର ରିପୋଟ ତାଂକ ପିତା ମାତା କରିବା ପରେ ବି ପୋଲିସ୍ କାହିଁକି ଗିରଫ କରୁନି ସୁପରଷ୍ଟାରଂକ ସ୍ତ୍ରୀଂକୁ ସେଥିନେଇ ପ୍ରକୃତୀଂକ ସମର୍ଥକଂ ମଧ୍ଯ ରେ ଅସନ୍ତୋଷ ବଢିବାରେ ଲାଗିଛି?

ପୋଲିସ୍ ଯଦିଚ କହିଛି ତଦନ୍ତ ଚାଲୁ ଅଛି କିନ୍ତୁ ପ୍ରମାଣ ଥାଇବି କାହିଁକି ଗିରଫ ହେଉ ନାହାନ୍ତି ତ୍ରିପ୍ତି ସେଥିପାଇଁ ପ୍ରଶ୍ନ ଉଠୁଚି॥

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here