ବିଜେଡି ର ସୁଲୋଚନା ଦାସ
ବିଜେପି ର ସୁନିତି ମୁଣ୍ଡ୍
କଂଗ୍ରେସ ର ମଧୁସ୍ମିତା ଆଚାର୍ଯ୍ୟ
କିଏ ଯିତିବ ରାଜଧାନୀର ମେୟର ଆସନ ସେଥିନେଇ ଖୁବ୍ ଚର୍ଚା ଏବଂ ଯୁକ୍ତି ଚାଲିଛି ରାଜଧାନୀର ଗଳି କନ୍ଦିରେ, ଏ ଭିତରେ ନିର୍ବାଚନ ପ୍ରଚାର ମଧ୍ଯ୍ଯ ଜୋର ଧରିଛି॥ଦେଖିବା ରାଜଧାନୀ ଜନତା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି॥