BMC ୱାର୍ଡ ନଂ ୪୭ ରୁ ବିଜୁ ଜନତା ଦଳ ର ସମିତା ମହାନ୍ତି ଙ୍କ ନାମାଙ୍କନ ଦାଖଲ।

ଆଜି BMC ୱାର୍ଡ ନଂ ୪୭ ରୁ ସମିତା ମହାନ୍ତି ନାମାଙ୍କନ ଦାଖଲ କରିଛନ୍ତି। ସକାଳ ୧୧.୩୦ ମିନିଟ୍ ସମୟ ରେ ବିଜୁ ଜନତା ଦଳର ଶତାଧିକ ସମର୍ଥକଙ୍କ ସହ ଶ୍ରୀମତି ମହାନ୍ତି ୟୁନିଟ୍ ୮ ଗୋପବନ୍ଧୁ ସ୍ମୃତି ସଂସଦ ରୁ ସୋଭାଯାତ୍ରା ରେ ବାହାରିଥିଲେ।

ତାଙ୍କ ସହିତ ଭୁନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବଜେଡି ଖୋର୍ଧା ସାଂଗଠନିକ ସଂମ୍ପାଦକ ଓ ଅନ୍ୟମାନେ ବାଜା ଏବଂ ବିରାଟ ପଟୁଆର ରେ ବାହାରିଥିଲେ।

Report : Odisha1 Breau

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here