କେନ୍ଦ୍ରାପଡ଼ା ମଦନପୁରରେ ସଡକ ଦୁର୍ଗଟଣ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ଛକ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ରାସ୍ତାର ଏକ ପାର୍ଶ୍ଵରେ ରହିଥିବା ପିଚୁ ଗାଡିକୁ ଧକ୍କା ଦେଇଛି ପଟ୍ଟାମୁଣ୍ଡାଇ ପଟୁ ଆସୁଥିବା ଏକ ଟ୍ରକ। ଟ୍ରକ ଗାଡି ନମ୍ବର OD04L1167 ଆସୁଥିବା ବେଳେ ଭାରସାମ୍ୟ ହରାଇ ଉକ୍ତ ପିଚୁ ଗାଡିକୁ ଧକ୍କା ଦେଇଥିଲା।

ଘଟଣ। ସ୍ଥଳରେ ଧନଜୀବନ କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଟ୍ରକ ଡ୍ରାଇଭର ଘଟଣ। ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

Report : ରାଜେନ୍ଦ୍ର ଦାଶ ରାଜନଗର

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here