Day: March 22, 2021

ସାଇ ଟ୍ରଷ୍ଟ ବୋଡର ସିଏମ୍ଡି ଦିପକ ବରାଡ ଓ ସମସ୍ତ କର୍ମକର୍ତା ମାନେ ଲୁକାୟତ ଭାବରେ ରହିଯାଉଥିବା ଅନ୍ଚଳର ଉର୍ନତୀ ସହିତ ଅସହାୟ ମାନକୁଂ ସାହାଯ୍ୟ ସହଯୋଗ କରିଆସୁଥିବା ଶ୍ରୀ ରାମ ଫାଉଣ୍ଡେଶନ ଓଡିଶା ରେ ଯୋଗଦେଲେ, ଉକ୍ତ ବୈଠକରେ ସାଇଟ୍ରଷ୍ଟ ର ସିଏମ୍ଡି ଦିପକ କୁମାର ବରାଡ ,ସ୍ଥାନୀୟ କାଉଁରୀ ଓମେନ୍ସ ଫାରମର୍ସ କମ୍ପାନିର ମନୋସୀନି ପ୍ରଧାନ, ଓ ସ୍ଥାନୀୟ ସାଇଟ୍ରଷ୍ଟର କିଛି ଦାଇତ୍ୱ ରେ ଥିବା ଶୈଳବାଳା ମହାପାତ୍ର ,ଶ୍ରୀ ରାମ ଫାଉଣ୍ଡେଶନ ର ସ୍ଥାନୀୟ ସହ ସମ୍ପାଦକ ବିଶ୍ୟୋଜିତ ମହାପାତ୍ର ଉପସ୍ଥିତ ଥିଲେ, ଉକ୍ତ ବୈଠକ ରେ ମୂଖ୍ୟ ଅତିଥି ଭାବରେ ଶ୍ରୀ ରାମ ଫାଉଣ୍ଡେଶନ ଓଡିଶାର ରାଜ୍ୟ ସଦସ୍ୟ ସମାଜ ସେବି ଦେବୀପ୍ରସାଦ ମିଶ୍ର ଯୋଗଦେଇ ଥିଲେ,ବିଭିନ୍ନ ଜିଲ୍ଲା ର ଭାଇଭଉଣୀମାନେ ଉକ୍ତ ବୈଠକରେ ଉପସ୍ଥିତ ଥିଲେ,ସାଇଟ୍ରଷ୍ଠ ଓ ଶ୍ରୀ ରାମ ଫାଉଣ୍ଡେଶନ ଓଡ଼ିଶା ର ମିଳିତ ସହଯୋଗରେ ସମସ୍ତ ସାହାୟ୍ଯ ସହଯୋଗ କରାଜିବା କଥା ଆଲୋଚନା ହୋଇଥିଲା ,ରାଜ୍ୟର ପ୍ରତେକ ଗୁରୁବାର କୁନି ପିଲାମାନଙ୍କୁ ବେବିଫୁଟ ବନ୍ଟନ କରାଜିବା ସହ ଆଗକୁ ଭିନ୍ନକ୍ଷମ ମାନକଂ ପାଇଁ ଭତା ବନ୍ଟନ କରାଜିବା କଥା ଟ୍ରଷ୍ଟର ସିଏମ୍ଡି ସାମ୍ବାଦିକ ସମିଳନିରେ କହିଥିଲେ,ଜନ ସାଧାରଣକଂ ଉର୍ନତୀ ନିମନ୍ତେ ପ୍ରାରମ୍ଭରୁ ମାନ୍ଯବର ମୂଖ୍ୟମନ୍ତୀ ଓ ୫ ଟି ମୋ ସରାକାର ଆମକୁ ସାହାୟ୍ଯ ସହଯୋଗ କରୁଛନ୍ତି,ଜନ ସାଧାରଣକଂ ପାଇଁ ଆବଶ୍ଯକ ତା ପାଇଁ ନିଶ୍ଚିତ ଭାବରେ ମୋ ସରକାର ୫ ଟି ଓ ରାଜ୍ଯ ର ବରିଷ୍ଠ ଅଧିକାରୀ ମାନକଂ ମାଧ୍ୟମରେ ସହଯୋଗ କରାଜିବା କଥା ରାଜ୍ଯ ଯୁବଶଂଗଠକ ଦେବୀପ୍ରସାଦ ମିଶ୍ର କହିଥିଲେ,

Read More

ଜଗତସିଂହପୁର ରେ 28ତମ ରାଜ୍ୟ ସ୍ତରୀୟ ବଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦଘାଟିତ।

ଜଗତସିଂହପୁର ଠାରେ ୨୮ ତମ ରାଜ୍ୟ ସ୍ତରୀୟ ବଲବ୍ୟାଡମିଣ୍ଟନ ଚମ୍ପିଆନସିପ ଉଦଘାଟିତ ହୋଇଯାଇଛି ।ଜିଲ୍ଲା ସଦର ମହକୁମା ଖେରସ ଠାରେ ଆୟୋଜିତ ଏହି ଚାମ୍ପିଆନସିପକୁ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଅତିଥି

Read More

ଜଗତସିଂହପୁର ଭାରତୀୟ ଜନତା ପାର୍ଟି ର ଜିଲା କାର୍ଯ୍ୟ କାରିଣୀ ବୈଠକ।

ଜଗତସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ଶାରଦା ମଣ୍ଡପ ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକାରିଣୀ ବୈଠକରେ

Read More

ବିଶ୍ଵ ବନ ଦିବସରେ ଡାବୁଗାଁରୁ ୩ ଜଣ ସମ୍ମାନୀତ :

ଡାବୁଗାଁ, ୨୧/୩ ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳକୁ  ବିଶ୍ଵ ବନ ଦିବସ ପାଳନ ଅବସରରେ ୪ ଟି  ସମ୍ମାନ ମିଳିଛି | ରବିବାର ନବରଙ୍ଗପୁର ଜିଲା ସଦରମହକୁମା ସ୍ଥିତ ଚରକ ବନ ଠାରେ ଅନୁଷ୍ଠିତ

Read More

ଚାରି ଜଣ ଲୁଟେରା ଗିରଫ ୪୧୧ ବସ୍ତା ମକା ଉଦ୍ଧାର : ନବରଙ୍ଗପୁର.

 ଡାବୁଗାଁ, ୨୧/୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧିନସ୍ଥ ଜଟାବାଲରୁ ଲୁଟ ହୋଇଥିବା ମକା ବୋଝେଇ ଟ୍ରକ୍ କୋରାପୁଟ ଜିଲ୍ଲା କୁନ୍ଦୁରାରୁ ଉଦ୍ଧାର ହୋଇଛି । ଏଥିସହ ଚୋରି ହୋଇଥିବା ସମସ୍ତ ମକାକୁ ଜବତ

Read More
Share on facebook
Share on google
Share on twitter
Share on linkedin
Share on whatsapp

Recent News:

କଣ ଏତେ ପ୍ରମାଣ ଥାଇ ବି ଗିରଫ ହେବେ ତ୍ରିପ୍ତି ଶତପଥୀ

ପ୍ରକୃତୀ ମିଶ୍ରଂକୁ ଆକ୍ରମଣ କରିବା ଘଟଣାରେ କଣ ଗିରଫ ହେବେ ତ୍ରିପ୍ତି ଶତପଥୀ ଏବଂ ତାଂକ ବାପା? କାରଣ ଯାହା ବିହେଉ ନା କାହିଁକି ପ୍ରକୃତୀ ଶାରୀରିକ ଆଘାତ ପାଇଥିବାର ର ରିପୋଟ ତାଂକ

Read More »

ଆଜି ରାଜ୍ୟରେ ୫୦୯ କରୋନା ପଜିଟିଭ ଚିହ୍ନଟ

ହୁ ହୁ ହୋଇ ବଢ଼ି ଚାଲିଛି କରୋନା ପଜିଟିଭ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୦୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି। ଚିହ୍ନଟ

Read More »

କଣ ଅରୁଣ ପଟ୍ଟନାୟକ ଓଡିଶା ର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି !!

ଅରୁଣ ପଟ୍ଟନାୟଂକୁ ମନେଇବା ପାଇଁ କଣ ଦାଦା ଯାଇଥିଲେ କି ଇଟାଲି, କଣ ସଫଳ ହେଲା ଇଟାଲି ଗସ୍ତ କଣ ବବି ଦାସ୍ ହେବେ ଡେପୁଟି ସି ଏମ୍ ସମୟ କହିବ , ହେଲେ

Read More »

ମା’ ହେଲେ ଓଲିଉଡ ଅଭିନେତ୍ରୀ ଝିଲିକ୍, ନିଜ ଜନ୍ମଦିନରେ ଦୁଇଟି ଯମଜ ଶିଶୁ କନ୍ୟାଙ୍କୁ ଦେଲେ ଜନ୍ମ

ମାଆ ହେଲେ ଓଲିଉଡ ଅଭିନେତ୍ରୀ ଝିଲିକ୍। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦୁଇଟି ଯମଜ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଝିଲିକ୍। ତେବେ ଆଜି ଝିଲିକଙ୍କର ମଧ୍ଯ ଜନ୍ମଦିନ । ସୂଚନା ଥାଉକି, ସୁକିନ୍ଦା

Read More »

କପିଲ ଶିବଲ ଦଳର ହାଇ କମାଣ୍ଡ ସୋନିଆ ଗାନ୍ଧିଙ୍କ ସହ ମତଭେଦ ପରେ ଆଜି ବିଧବଦ୍ଧ ଭାବେ ଦଳ ଛାଡ଼ିଛନ୍ତି

ପଳାୟନ ରୋକିବାରେ କଂଗ୍ରେସ ବିଫଳ । ୫ ମାସ ଭିତରେ ୫ ଜଣ ଯୁବ ଓ ଭେଟେରାନ ନେତା ଦକଳୁ କହିଲେଣି ବାଏ ବାଏ। ଏହି ୫ ଜଣଙ୍କ ତାଲିକାରେ ଆଜି କପିଲ ଶିବଲ

Read More »

ବିଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକ ଆଜାବୀନ କାରାଦଣ୍ଡରେ ଦଣ୍ଡିତ ..

କାରାଦଣ୍ଡରେ ଦଣ୍ଡିତ ହେଲେ ବିଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକ । ଏନେଇ ଦିଲ୍ଲୀର ପଟିଆଲା କୋର୍ଟ ଶୁଣାଣି କରିଛନ୍ତି । ଦୁଇଟି ମାମଲାରେ ଦୁଇଟି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।ଅନ୍ୟ ୫ଟି ମାମଲାରେ

Read More »

ଲାଲୁ ଯାଦବଙ୍କ ଘରେ ସିବିଆଇ ଚଢଉ । ଦିଲ୍ଲୀ, ପାଟଣା ସମେତ ଲାଲୁଙ୍କ ୧୭ ଠିକଣାରେ ରେଡ୍ ।

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଜେଲ ଦଣ୍ଡ ଭୋଗି ବାହାରକୁ ଆସିବା ପରେ ବି ସମସ୍ୟା ତାଙ୍କ ପିଛା ଛାଡୁନି । ଆଜି ସକାଳୁ ତାଙ୍କ ବାସଭବନରେ ସିବିଆଇ ଅତର୍କିତ ଚଢଉ କରିଥିବା

Read More »

ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଦୁଷ୍ମନ୍ତ ବେହେରା ଡକ୍ଟରେଟ ଉପାଧି ରେ ସମ୍ମାନିତ ।

ଫିଚର କାଲାମ୍ସ ବୁକ୍ ଅଫ୍ ରିକାଡସ୍ ଓ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ଚେନ୍ନାଇ,ତାମିଲନାଡୁ ଆନୁକୁଲ୍ୟରେ ଏକ ମିଳିତ ସଭାରେ ୨୬.୦୩.୨୦୨୨ ଦିନ ସଂଧ୍ୟା ୫ ଘଣ୍ଟା ସମୟରେ ତାମିଲନାଡୁର ଚେନ୍ନାଇ ସହର

Read More »

ଜୋର ଧରିଛି କ୍ୟାମ୍ପେନ , କିଏ ହେବ ମେୟର !!

ବିଜେଡି ର ସୁଲୋଚନା ଦାସ ବିଜେପି ର ସୁନିତି ମୁଣ୍ଡ୍ କଂଗ୍ରେସ ର ମଧୁସ୍ମିତା ଆଚାର୍ଯ୍ୟ କିଏ ଯିତିବ ରାଜଧାନୀର ମେୟର ଆସନ ସେଥିନେଇ ଖୁବ୍ ଚର୍ଚା ଏବଂ ଯୁକ୍ତି ଚାଲିଛି ରାଜଧାନୀର ଗଳି

Read More »