ସାଇ ଟ୍ରଷ୍ଟ ବୋଡର ସିଏମ୍ଡି ଦିପକ ବରାଡ ଓ ସମସ୍ତ କର୍ମକର୍ତା ମାନେ ଲୁକାୟତ ଭାବରେ ରହିଯାଉଥିବା ଅନ୍ଚଳର ଉର୍ନତୀ ସହିତ ଅସହାୟ ମାନକୁଂ ସାହାଯ୍ୟ ସହଯୋଗ କରିଆସୁଥିବା ଶ୍ରୀ ରାମ ଫାଉଣ୍ଡେଶନ ଓଡିଶା ରେ ଯୋଗଦେଲେ, ଉକ୍ତ ବୈଠକରେ ସାଇଟ୍ରଷ୍ଟ ର ସିଏମ୍ଡି ଦିପକ କୁମାର ବରାଡ ,ସ୍ଥାନୀୟ କାଉଁରୀ ଓମେନ୍ସ ଫାରମର୍ସ କମ୍ପାନିର ମନୋସୀନି ପ୍ରଧାନ, ଓ ସ୍ଥାନୀୟ ସାଇଟ୍ରଷ୍ଟର କିଛି ଦାଇତ୍ୱ ରେ ଥିବା ଶୈଳବାଳା ମହାପାତ୍ର ,ଶ୍ରୀ ରାମ ଫାଉଣ୍ଡେଶନ ର ସ୍ଥାନୀୟ ସହ ସମ୍ପାଦକ ବିଶ୍ୟୋଜିତ ମହାପାତ୍ର ଉପସ୍ଥିତ ଥିଲେ, ଉକ୍ତ ବୈଠକ ରେ ମୂଖ୍ୟ ଅତିଥି ଭାବରେ ଶ୍ରୀ ରାମ ଫାଉଣ୍ଡେଶନ ଓଡିଶାର ରାଜ୍ୟ ସଦସ୍ୟ ସମାଜ ସେବି ଦେବୀପ୍ରସାଦ ମିଶ୍ର ଯୋଗଦେଇ ଥିଲେ,ବିଭିନ୍ନ ଜିଲ୍ଲା ର ଭାଇଭଉଣୀମାନେ ଉକ୍ତ ବୈଠକରେ ଉପସ୍ଥିତ ଥିଲେ,ସାଇଟ୍ରଷ୍ଠ ଓ ଶ୍ରୀ ରାମ ଫାଉଣ୍ଡେଶନ ଓଡ଼ିଶା ର ମିଳିତ ସହଯୋଗରେ ସମସ୍ତ ସାହାୟ୍ଯ ସହଯୋଗ କରାଜିବା କଥା ଆଲୋଚନା ହୋଇଥିଲା ,ରାଜ୍ୟର ପ୍ରତେକ ଗୁରୁବାର କୁନି ପିଲାମାନଙ୍କୁ ବେବିଫୁଟ ବନ୍ଟନ କରାଜିବା ସହ ଆଗକୁ ଭିନ୍ନକ୍ଷମ ମାନକଂ ପାଇଁ ଭତା ବନ୍ଟନ କରାଜିବା କଥା ଟ୍ରଷ୍ଟର ସିଏମ୍ଡି ସାମ୍ବାଦିକ ସମିଳନିରେ କହିଥିଲେ,ଜନ ସାଧାରଣକଂ ଉର୍ନତୀ ନିମନ୍ତେ ପ୍ରାରମ୍ଭରୁ ମାନ୍ଯବର ମୂଖ୍ୟମନ୍ତୀ ଓ ୫ ଟି ମୋ ସରାକାର ଆମକୁ ସାହାୟ୍ଯ ସହଯୋଗ କରୁଛନ୍ତି,ଜନ ସାଧାରଣକଂ ପାଇଁ ଆବଶ୍ଯକ ତା ପାଇଁ ନିଶ୍ଚିତ ଭାବରେ ମୋ ସରକାର ୫ ଟି ଓ ରାଜ୍ଯ ର ବରିଷ୍ଠ ଅଧିକାରୀ ମାନକଂ ମାଧ୍ୟମରେ ସହଯୋଗ କରାଜିବା କଥା ରାଜ୍ଯ ଯୁବଶଂଗଠକ ଦେବୀପ୍ରସାଦ ମିଶ୍ର କହିଥିଲେ,

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here