ବିଲବଳରାମପୁର ଗ୍ରାମର ଖୁଲଣା ବେହେରାଙ୍କୁ ତୁରନ୍ତ ଗିରଫ୍ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ସହିତ ଗ୍ରାମବାସୀଙ୍କ ଧାରଣା ।
ଆଜି କେନ୍ଦ୍ରାପଡା ଆଇତିପୁର ଗ୍ରାମ ପଞ୍ଚାୟତର ବିଲ ବଳରାମପୁର ଗ୍ରାମର ବେସେରା ସାହି ବାସିନ୍ଦା ମାନେ କେଳୁଚରଣ ବେହେରାଙ୍କ ଝିଅ ଖୁଲଣା ବେହେରାଙ୍କ ତୁରନ୍ତ ଗିରଫ୍ ଦାବିନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ