ପରମ୍ପରାକୁ ବଜାୟ ରଖିବା ସହିତ କୁମାର ପୂଣ୍ନିମା ଉପଲଷେ କାଳିକା ନାଚ ଅନୁଷ୍ଠିତ ହୋଇଯାଇଛି

୨/୧୧/୨୦ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଲଣା ପଂଚାୟତ କୁଣ୍ଡେଶ୍ବର ଗାମର ମା ହରଚଣ୍ଡି ଙ୍କ ଆଶୀବାଦରୁ କଳିକା ନାଚ ଅନୁଷ୍ଠତ ହୋଇଯାଇଛି I କୋଭିଡ୍ ୧୯କଟକଣା ମଧ୍ଯରେ ଗାମବାସୀ ମାନେ ସୂଚରୁ ରୂପେ ପରମ୍ପରା ଅନୁଯାୟୀ  କାଳିକା ନାଚ ମାଧ୍ଯମରେ ଗାମବାସୀଙ୍କର ଆଶୁଆରୋଗ୍ଯ ନିମନ୍ତେ ମା ହରଚଣ୍ଡି ଠାକୁରାଣୀଙ୍କ ନିକଟରେ କାମନା କରିଥିଲେ I

ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here