ତିର୍ତ୍ତୋଲ ଉପନିର୍ବାଚନରେ ବିପୁଳ ବ୍ୟବଧାନରେ ବିଜୟ ଶଙ୍କର ଦାସ ଙ୍କ ବାଜିମାତ
ଜଗତସିଂହପୁର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିର୍ଦ୍ଦେଶ ଅନୁସାରେ ଜଗତସିଂହପୁର ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତିର୍ତ୍ତୋଲ ଉପନିର୍ବାଚନ ଗଣତି କାର୍ଯ୍ୟ ଶାନ୍ତିଶୃଙ୍ଖଳା ଭାବେ ସଂପନ୍ନ