ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ “ଆଡ଼କିଆ” ବା “ତ୍ରିବିକ୍ରମ ବେଶ” ଏବଂ “ଶରତ ରାହାସ” ନୀତି ଅନୁଷ୍ଠିତ I
ପୁରୀ: କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ମହାପଞ୍ଚୁକର ଚତୁର୍ଥ ଦିବସ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ “ଆଡ଼କିଆ” ବା “ତ୍ରିବିକ୍ରମ ବେଶ” ଏବଂ “ଶରତ ରାହାସ” ନୀତି ଅନୁଷ୍ଠିତ ହୋଇଅଛି । ଆଜି ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି