ସ୍ୱଚ୍ଛ ସର୍ବେକ୍ଷଣ ନିମନ୍ତେ ରାଉରକେଲା ମହାନଗର ନିଗମ ପକ୍ଷରୁ ଅନଲାଇନ୍ ପ୍ରତିଯୋଗିତା ଆରମ୍ଭ , ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଦିଆଯିବ ପୁରସ୍କାର :
ଏବେ ସାରା ଦେଶରେ ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ରାଉରକେଲା ମହାନଗର ନିଗମ ପକ୍ଷରୁ ମଧ୍ୟ ଏଥିଲାଗି ଜୋରଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ମହାନଗର ନିଗମ ପକ୍ଷରୁ ଏଥିଲାଗି ୩ଟି