ପ୍ରାକ୍ତନ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର କରଙ୍କର ବିୟୋଗରେ କେନ୍ଦ୍ରାପଡା ଓକିଲ ସଂଘର ଶ୍ରଦ୍ଧାଂଜଳି।
କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ବାର ଆସୋସେସନ୍ ପକ୍ଷରୁ ସଭାପତି ସରୋଜ ରାଜ ସିଂଙ୍କ ନେତୃତ୍ୱରେ ଏବଂ ସଂମ୍ପାଦକ ବିବେକାନନ୍ଦ ଦାସଙ୍କ ତତ୍ୱାବଧାନରେ ଅବିଭକ୍ତ କଟକ ଜିଲ୍ଲାର ପ୍ରାକ୍ତନ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର