ଆଜିଠୁ ଖୋଲିଲା ରାଜ୍ୟରେ ଦଶମ ଓ ଦ୍ୱାଦଶ ସ୍କୁଲ କଲେଜ,କୋଭିଡ ଗାଇଡ଼ ଲାଇନ ମାନି ସ୍କୁଲରେ ପ୍ରବେଶ କଲେ ଛାତ୍ରଛାତ୍ରୀ :
ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଆଜିଠାରୁ ପୁରା ରାଜ୍ୟରେ ସ୍କୁଲ ଖୋଲିଛି । ଚଳିତ ବର୍ଷ ମେ’ ମାସରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ଆଜିଠାରୁ ସ୍କୁଲର ଶ୍ରେଣୀକକ୍ଷରେ ପାଦ ଥାପିଛନ୍ତି ।