ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କଲେ ଝାନସୀରାଣୀ ସ୍ବେଛାସେବୀ ସଂଗଠନ: କେନ୍ଦ୍ରାପଡା
ଆଜି କେନ୍ଦ୍ରାପଡା ଜିଲ୍ଲାର ଏକ ଅଗ୍ରଣୀ ମହିଳା ସ୍ବେଛାସେବୀ ଅନୁଷ୍ଠାନ ଝାନସୀରାଣୀ ସଂଗଠନ ପକ୍ଷରୁ କେନ୍ଦ୍ରାପଡାର ମାନନୀୟ ନବ ନିଯୁକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ ଋତୁରାଜଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ