ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ସମିକ୍ଷା ବୈଠକ : ପୁରୀ

ଆଜି ଦିନ ୧୦ଟା ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଦ୍ଵାରା ପୁରୀ ସର୍କିଟ ହାଉସର ସମ୍ମିଳନୀ କକ୍ଷରେ ବ୍ରହ୍ମଗିରି ବ୍ଲକର ଧରଣିକୁଦି ପଞ୍ଚାୟତର କୁଅପଦା ଗ୍ରାମର ଧଖିଣ କାଣିଆ ଉପରେ ବିଜୁ ସେତୁ ଯୋଜନା, ଚାପମାଣିକ ପଞ୍ଚାୟତ ସ୍ଥିତ ମୋଟ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ପୁରୀ ସଦର ବ୍ଲକର ଭାଇଲ୍ପୁର ପଞ୍ଚାୟତର ଅଣ୍ଟିକେରାର ଗ୍ରାମ୍ୟ ସଡ଼କ, ଶିରୁଳି ଠାରେ ରତ୍ନଚିରା ନଦୀ ଉପରେ ନିର୍ମାଣ ଧୀନ ସେତୁ ଏବଂ ରାଜ୍ୟ ପ୍ରକଳ୍ପ ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ସମିକ୍ଷା ବୈଠକ କରିଥିଲେ । ଏହି ସମୟରେ ଉପସ୍ଥିତ ଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ରାମ ପ୍ରସାଦ ଆଚାର୍ଯ୍ୟ, ଉପ ନିର୍ବାହୀ ଯନ୍ତ୍ରୀ ଶ୍ରୀବତ୍ସ ଦାସ, ସହକାରି ଯନ୍ତ୍ରୀ ସୁରେନ୍ଦ୍ର ଗୁମାନ ସିଂହ, କନିଷ୍ଠ ଯନ୍ତ୍ରୀ ଅରୁଣ ମାହାନ୍ତି, ଆସିସ୍ ପ୍ରଧାନ ଓ ରମୁ ମିଶ୍ର ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here