ପାଟଣା ନିର୍ବାଚନ ମଣ୍ଡଳୀ ରେ ରକ୍ତ ଦାନ ଶିବିର : କେଉଁଝର

ପାଟଣା ନିର୍ବାଚନ ମଣ୍ଡଳୀ ଝୁମ୍ପରା ବ୍ଲକର ଅସନ ପାଟ ପଂଚାୟତ ଠାରେ ଓଡିଶା ମ ପରିବାର ଆନୁକୂଲ୍ୟରେ ରକ୍ତ ଦାନ ଶିବିର ରେ ମୂଖ୍ୟ ଅତିଥି ଭାବେ ପାଟଣା MLA ଜଗନ୍ନାଥ ନାଏକ ଏବଂ MP ଚନ୍ଦ୍ରାଣି ମୁର୍ମୁ ଯୋଗଦାନ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here