ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖିକେନ୍ଦ୍ରାପଡାରେ ଜିଲ୍ଲାରେ ସଟ୍ ଡାଉନ୍ କୋହଳ
କେନ୍ଦ୍ରାପଡାରେ ଜିଲ୍ଲାର ମହାନଦୀ, ବ୍ରହ୍ମଣୀ,ବିରୂପା ଏବଂ ଲୁଣା, କରାଣ୍ଡିଆ,ପାଇକା ଓ ଚିତ୍ରୋତ୍ପଳା ନଦୀରେ ବନ୍ୟା ଜଳ ଅଧିକ ପରିମାଣରେ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ