ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖିକେନ୍ଦ୍ରାପଡାରେ ଜିଲ୍ଲାରେ ସଟ୍ ଡାଉନ୍ କୋହଳ

କେନ୍ଦ୍ରାପଡାରେ ଜିଲ୍ଲାର ମହାନଦୀ, ବ୍ରହ୍ମଣୀ,ବିରୂପା ଏବଂ ଲୁଣା, କରାଣ୍ଡିଆ,ପାଇକା ଚିତ୍ରୋତ୍ପଳା ନଦୀରେ ବନ୍ୟା ଜଳ ଅଧିକ ପରିମାଣରେ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ପ୍ରତି ସପ୍ତାହରେ ଦୁଇଦିନ ପାଇଁ ଘୋଷଣା କରାଯାଇଥିବା ଶନିବାର ରବିବାର ସଟ୍ ଡାଉନ୍ କଟକଣାକୁ ଆଜି ଜିନସାଧାରଣ ମାନଙ୍କ ହିତ ସାଧନ ନିମନ୍ତେ ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ଉଠାଇ ଦେଇଥିବା ଏକ ଚିଠି ଜରୀଆରେ ଉପନିର୍ଦ୍ଦେଶକ ତଥା ସୂଚନା ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ନାୟକ ଗଣମାଧ୍ୟମକୁ ଇମେଲ୍ ଜରୀଆରେ ସୂଚନା ପ୍ରଦାନ କରିଛନ୍ତି ଏହି ସଟ୍ ଡାଉନ୍ ପରିସ୍ଥତିକୁ କୋହଳ କରିବାର ମୂଖ୍ୟ କାରଣ ଏବଂ ଉଦ୍ଦେଶ୍ୟ ଆଭିମୁଖ୍ୟ ହେଉଛି ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ଲୋକମାନଙ୍କ ଦୌନାଦିନ ଚଳଣୀ ନିମନ୍ତେ ଅତ୍ୟାବଶ୍ୟକ ଘରୋଇ ଜିନିଷ ପତ୍ର ମାର୍କେଟରୁ ଜରୁରୀ କାଳୀନ ପରିସ୍ଥିତିରେ କିଣି ନିଜ ପାଖରେ ବା ଘରେ ଖାଦ୍ୟ, ପାନୀୟ ଏବଂ ଔଷଧ ମହଯୁଦ୍ ରିଖିବା ନିମନ୍ତେ କୋହଳ କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି

https://twitter.com/dmkendrapara/status/1299608287776665601?s=21

କେନ୍ଦ୍ରାପଡାରୁଜିଲ୍ଲାପ୍ରତିନିଧିପ୍ରଫୁଲ୍ଲକୁମାରଦାସଙ୍କସହିତଦିଲ୍ଲୀପ୍କୁମାରଦାସଙ୍କରିପୋର୍ଟ, ଓଡ଼ିଶା 1 ନିଉଜ୍।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here