ନସିଡିପୁର ସ୍ପେଶାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କୋଭିଡ୍-19ର ସ୍ୱାବ୍ ପରୀକ୍ଷା ।

ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ନସିଡିପୁର ଗ୍ରାମର ନମ୍ବର ୱାର୍ଡର ସ୍ପେଶାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କୋଭିଡ୍-19 ସ୍ୱାବ ପରିକ୍ଷା ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ଏବଂ ଏକଜିକ୍ୟୁଟିଭ ଅଫିସର ଶ୍ରୀଯୁକ୍ତ ଦେବପ୍ରସାଦ ବଳଙ୍କ ତତ୍ତ୍ୱାବଧାନରେ ପ୍ରାୟ ଶହରୁ ଉର୍ଦ୍ଧ ଗ୍ରାମବାସୀଙ୍କ ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ଆଣ୍ଟିବଡି ରାପିଡ୍ ଟେଷ୍ଟ ମାଧ୍ୟମରେ ସମସ୍ତଙ୍କର ପରୀକ୍ଷା,ନୀରିକ୍ଷା କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ତେବେ ଚାଲନ୍ତୁ ପଚାରୀ ବୁଝିବା କରୋନା ପାଇଁ ସ୍ୱାବ ପରୀକ୍ଷା କରିବାକୁ ଆସିଥିବା ସ୍ଥାନୀୟ ବାସିନ୍ଦାଙ୍କ ସମେତ କଣ କଣ ପ୍ରତିକ୍ରିୟା ରଖୁଛନ୍ତି ଉକ୍ତ ପରୀକ୍ଷା କେନ୍ଦ୍ର ଦାଇତ୍ଵରେ ଥିବା ପୌର କର୍ମଚାରୀ ଏବଂ ଷ୍ଟାଫ୍ ନର୍ସ ମୋନାଲିସା ବେହେରା ମହିଳା ସୁପରଭାଇଜର ରୋଜାଲୀନ୍ ଦାସଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଭାଗନେଇଥିବା ଅନ୍ୟାନ୍ୟ କର୍ମକର୍ତ୍ତା ମାନେ

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ସହିତ ପ୍ରତିନିଧି ଦିଲ୍ଲୀପ୍ କୁମାର ଦାସଙ୍କ ରିପୋର୍ଟ, ଓଡିଶା 1 ଟିଭି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here