ନସିଡିପୁର ସ୍ପେଶାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କୋଭିଡ୍-19ର ସ୍ୱାବ୍ ପରୀକ୍ଷା ।
ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ନସିଡିପୁର ଗ୍ରାମର ୬ ନମ୍ବର ୱାର୍ଡର ସ୍ପେଶାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କୋଭିଡ୍-19ର ସ୍ୱାବ ପରିକ୍ଷା ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ଏବଂ ଏକଜିକ୍ୟୁଟିଭ ଅଫିସର