Day: March 19, 2021

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ପଣସପଦା ଠାରେ ହରିଶ୍ୱର ସ୍ପୋଟିଙ୍ଗ୍ ଦ୍ଵାରା ଆୟୋଜିତ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଫି ୨୨ତମ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନ ମ୍ୟାଚ୍ ରେ ଉଦଘାଟକ ଭାବେ ମାନ୍ୟବର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଏବଂ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆଇଟି, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା, ସଦସ୍ୟା ବନ୍ଦନା ପ୍ରଧାନ, ହରିହର ବିଦ୍ୟାପିଠ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭାସ୍କର ମଲ୍ଲିକ, ପଣସପଦା ଗ୍ରାମ କମିଟି ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରମଣି ପ୍ରଧାନ ଓ ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ପଲାଇ ଉପସ୍ଥିତ ଥିଲେ ।

Read More

ଜଗତସିଂହପୁର ଅବକାରୀ ବିଭାଗର ବଡ ସଫଳତା,ବ୍ରାଉନସୁଗାର ଓ ଚୋରାମଦଜବତ,ଦୁଇ ଗିରଫ।ଜଗତସିଂହପୁର ଅବକାରୀ ବିଭାଗର ବଡ ସଫଳତା,ବ୍ରାଉନସୁଗାର ଓ ଚୋରାମଦଜବତ,ଦୁଇ ଗିରଫ।

ଜଗତସିଂହପୁର ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ରଙ୍କ ଆଦେଶ କ୍ରମେ ଓ  ଜଗତସିଂହପୁର  ଜିଲ୍ଲା ଅବକାରୀ  ସୁପରିଟେଣ୍ଡ ଅଶୋକ କୁମାର ଶତପଥି ଙ୍କ ନିର୍ଦେଶ କ୍ରମେ  ଅବକାରୀ ଜିଲ୍ଲା ସହକାରୀ ସୁପରିଡେଣ୍ଟ ବୈଜନ୍ତି ପଣ୍ଡାଙ୍କ ତତ୍ୱାବଧାନରେ ଜିଲା

Read More

ଜନଗଣନା ପାଇଁ ପଦକ ଓ ପ୍ରମାଣ ପତ୍ର ପ୍ରଦାନ ଜଗତସିଂହପୁର ଜିଲ୍ଲାରେ 2011ଜନଗଣନା କାର୍ଯ୍ୟରେ ନିର୍ଭଲୁ ଓ ସଠିକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିବାରୁ ଅଧିକାରୀ ଓ କର୍ମଚାରି ମାନଙ୍କୁ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପ୍ରଶଂସା କରିବା ସହିତ ପଦକ ପ୍ରଦାନ କରିଛନ୍ତି |

ଆଜି ଜିଲ୍ଲାପଲଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜନଗଣନା ଉଲ୍ଲେଖନିୟ କାର୍ଯ୍ୟ କରିଥିବା ନଅ ଜନ ପରିଗଣକରି (ଏନୁମରଟର )ଏବଂ ଦୁଇଜଣ ପର୍ଯ୍ୟବେକ୍ଷଣକାରି (ସୁପରଭାଇଜର )ମାନଙ୍କୁ ଭାର ତୀୟ ଜନଗଣନା ପଦକ ପ୍ରଦାନ କରି

Read More
Share on facebook
Share on google
Share on twitter
Share on linkedin
Share on whatsapp

Recent News:

କଣ ଏତେ ପ୍ରମାଣ ଥାଇ ବି ଗିରଫ ହେବେ ତ୍ରିପ୍ତି ଶତପଥୀ

ପ୍ରକୃତୀ ମିଶ୍ରଂକୁ ଆକ୍ରମଣ କରିବା ଘଟଣାରେ କଣ ଗିରଫ ହେବେ ତ୍ରିପ୍ତି ଶତପଥୀ ଏବଂ ତାଂକ ବାପା? କାରଣ ଯାହା ବିହେଉ ନା କାହିଁକି ପ୍ରକୃତୀ ଶାରୀରିକ ଆଘାତ ପାଇଥିବାର ର ରିପୋଟ ତାଂକ

Read More »

ଆଜି ରାଜ୍ୟରେ ୫୦୯ କରୋନା ପଜିଟିଭ ଚିହ୍ନଟ

ହୁ ହୁ ହୋଇ ବଢ଼ି ଚାଲିଛି କରୋନା ପଜିଟିଭ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୦୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି। ଚିହ୍ନଟ

Read More »

କଣ ଅରୁଣ ପଟ୍ଟନାୟକ ଓଡିଶା ର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି !!

ଅରୁଣ ପଟ୍ଟନାୟଂକୁ ମନେଇବା ପାଇଁ କଣ ଦାଦା ଯାଇଥିଲେ କି ଇଟାଲି, କଣ ସଫଳ ହେଲା ଇଟାଲି ଗସ୍ତ କଣ ବବି ଦାସ୍ ହେବେ ଡେପୁଟି ସି ଏମ୍ ସମୟ କହିବ , ହେଲେ

Read More »

ମା’ ହେଲେ ଓଲିଉଡ ଅଭିନେତ୍ରୀ ଝିଲିକ୍, ନିଜ ଜନ୍ମଦିନରେ ଦୁଇଟି ଯମଜ ଶିଶୁ କନ୍ୟାଙ୍କୁ ଦେଲେ ଜନ୍ମ

ମାଆ ହେଲେ ଓଲିଉଡ ଅଭିନେତ୍ରୀ ଝିଲିକ୍। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦୁଇଟି ଯମଜ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଝିଲିକ୍। ତେବେ ଆଜି ଝିଲିକଙ୍କର ମଧ୍ଯ ଜନ୍ମଦିନ । ସୂଚନା ଥାଉକି, ସୁକିନ୍ଦା

Read More »

କପିଲ ଶିବଲ ଦଳର ହାଇ କମାଣ୍ଡ ସୋନିଆ ଗାନ୍ଧିଙ୍କ ସହ ମତଭେଦ ପରେ ଆଜି ବିଧବଦ୍ଧ ଭାବେ ଦଳ ଛାଡ଼ିଛନ୍ତି

ପଳାୟନ ରୋକିବାରେ କଂଗ୍ରେସ ବିଫଳ । ୫ ମାସ ଭିତରେ ୫ ଜଣ ଯୁବ ଓ ଭେଟେରାନ ନେତା ଦକଳୁ କହିଲେଣି ବାଏ ବାଏ। ଏହି ୫ ଜଣଙ୍କ ତାଲିକାରେ ଆଜି କପିଲ ଶିବଲ

Read More »

ବିଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକ ଆଜାବୀନ କାରାଦଣ୍ଡରେ ଦଣ୍ଡିତ ..

କାରାଦଣ୍ଡରେ ଦଣ୍ଡିତ ହେଲେ ବିଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକ । ଏନେଇ ଦିଲ୍ଲୀର ପଟିଆଲା କୋର୍ଟ ଶୁଣାଣି କରିଛନ୍ତି । ଦୁଇଟି ମାମଲାରେ ଦୁଇଟି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।ଅନ୍ୟ ୫ଟି ମାମଲାରେ

Read More »

ଲାଲୁ ଯାଦବଙ୍କ ଘରେ ସିବିଆଇ ଚଢଉ । ଦିଲ୍ଲୀ, ପାଟଣା ସମେତ ଲାଲୁଙ୍କ ୧୭ ଠିକଣାରେ ରେଡ୍ ।

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଜେଲ ଦଣ୍ଡ ଭୋଗି ବାହାରକୁ ଆସିବା ପରେ ବି ସମସ୍ୟା ତାଙ୍କ ପିଛା ଛାଡୁନି । ଆଜି ସକାଳୁ ତାଙ୍କ ବାସଭବନରେ ସିବିଆଇ ଅତର୍କିତ ଚଢଉ କରିଥିବା

Read More »

ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଦୁଷ୍ମନ୍ତ ବେହେରା ଡକ୍ଟରେଟ ଉପାଧି ରେ ସମ୍ମାନିତ ।

ଫିଚର କାଲାମ୍ସ ବୁକ୍ ଅଫ୍ ରିକାଡସ୍ ଓ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ଚେନ୍ନାଇ,ତାମିଲନାଡୁ ଆନୁକୁଲ୍ୟରେ ଏକ ମିଳିତ ସଭାରେ ୨୬.୦୩.୨୦୨୨ ଦିନ ସଂଧ୍ୟା ୫ ଘଣ୍ଟା ସମୟରେ ତାମିଲନାଡୁର ଚେନ୍ନାଇ ସହର

Read More »

ଜୋର ଧରିଛି କ୍ୟାମ୍ପେନ , କିଏ ହେବ ମେୟର !!

ବିଜେଡି ର ସୁଲୋଚନା ଦାସ ବିଜେପି ର ସୁନିତି ମୁଣ୍ଡ୍ କଂଗ୍ରେସ ର ମଧୁସ୍ମିତା ଆଚାର୍ଯ୍ୟ କିଏ ଯିତିବ ରାଜଧାନୀର ମେୟର ଆସନ ସେଥିନେଇ ଖୁବ୍ ଚର୍ଚା ଏବଂ ଯୁକ୍ତି ଚାଲିଛି ରାଜଧାନୀର ଗଳି

Read More »