ଜନଗଣନା ପାଇଁ ପଦକ ଓ ପ୍ରମାଣ ପତ୍ର ପ୍ରଦାନ ଜଗତସିଂହପୁର ଜିଲ୍ଲାରେ 2011ଜନଗଣନା କାର୍ଯ୍ୟରେ ନିର୍ଭଲୁ ଓ ସଠିକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିବାରୁ ଅଧିକାରୀ ଓ କର୍ମଚାରି ମାନଙ୍କୁ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପ୍ରଶଂସା କରିବା ସହିତ ପଦକ ପ୍ରଦାନ କରିଛନ୍ତି |

ଆଜି ଜିଲ୍ଲାପଲଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜନଗଣନା ଉଲ୍ଲେଖନିୟ କାର୍ଯ୍ୟ କରିଥିବା ନଅ ଜନ ପରିଗଣକରି (ଏନୁମରଟର )ଏବଂ ଦୁଇଜଣ ପର୍ଯ୍ୟବେକ୍ଷଣକାରି (ସୁପରଭାଇଜର )ମାନଙ୍କୁ ଭାର ତୀୟ ଜନଗଣନା ପଦକ ପ୍ରଦାନ କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଗତ ଜନଗଣନା ସମୟରେ ଆପଣ ମାନେ ଉଲେଖନିୟ କାର୍ଯ୍ୟ କରି ଥିଲେ ଏହା ଆପଣଙ୍କ ପାଇଁ ତଥା ଜିଲ୍ଲା ପ୍ରଶାସନ ପାଇଁ ଆନନ୍ଦ ଓ ଗୌରବର କଥା ଆପଣଙ୍କର କାର୍ଯ୍ୟ ଦକ୍ଷତା, କର୍ମନିଷ୍ଠତା ଓ କର୍ମଠତା ପାଇଁ ଆପଣମାନଙ୍କୁ ସାନମାନିତ କରାଯାଇଛି ଆପଣଙ୍କର କର୍ମମୟ ଜୀବନର ସଫଳତା ପାଇଁ ସାଧୁବାଦ ଜଣାଉଛି ଆଜିର ଏହି କାର୍ଯ୍ୟକ୍ରମରେ ବିରିଡି ତତ ତ୍କାଳୀନ ତହସିଲଦାର ଶ୍ରୀ ସୁରରାଜ ସହସ୍ୟ, ପ୍ରଧାନ ଶିକ୍ଷକ ନିରଞ୍ଜନ ପଣ୍ଡା ଜଗତସିଂହପୁର ସଂଜୀବ କୁମାର ମହାପାତ୍ର ସହକାରୀ ଶିକ୍ଷକ ବି, ବି ହାଇସ୍କୁଲ କୁଜଙ୍ଗ, ଜ୍ୟୋରଞ୍ଜନ ସାହୁ ଏସ ଏସ ଏମ୍ ନାଉଙ୍ଗା, ତପନ କୁମାର ପ୍ରଧାନ ସୁଧକଣ୍ଠି ପ୍ରାଇମେରି ସ୍କୁଲ ରୁଦ୍ର ପ୍ରସାଦ ସ୍ୱାଇଁ ବାନାମ୍ବର ମଲିକ ଜେ, ଏଇ ହାଇସ୍କୁଲ ବରଦା ପ୍ରସନ ବଳିୟାର ସିଂହ ରମାକାନ୍ତ ରାଉତ ଦଧିବାମନ ୟୁପି ସ୍କୁଲ ସତ୍ୟପ୍ରସନ ଗୁରୁ ଚୌଧୁରୀ କୁଦ ପ୍ରିଇମେରୀ ସ୍କୁଲ ନୃସିଂହ ଚରଣ ବାହାଲିଆ ସୁରବର ହାଇସ୍କୁଲ ବାଉଳାଙ୍ଗ, ବିପିନ କୁମାର ସେଠି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଜଗତସିଂହପୁରଙ୍କୁ ପଦକ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ପ୍ରାରମ୍ଭ ରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରି ଶ୍ରୀ ସଚ୍ଚିଦାନନ୍ଦ ସାହୁ ପ୍ରାରମ୍ବିକ ସୂଚନା ପ୍ରଦାନ କରିଥିଲେ ଏହି କାର୍ଯ୍ୟ କ୍ରମେ ରେ ଜିଲ୍ଲା ଉପ, ଜନଗଣନା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସାହୁ ଜିଲା ସୂଚନା ଓ ଲୋକ ସମର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟନାୟକ ବରିଷ୍ଠ ରାଜସ୍ବ ସହାୟକ ସମ୍ରାଟ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ|

ଜଗତସିଂହପୁର ଜିଲ୍ଲା ରୁ ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋଟ ଓଡିଶା 1ଟିଭି   ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here