ବାର ଆସୋସିଏସନ ଅଫ ଇଣ୍ଡିଆ ନିର୍ବାଚନରେ ଡଃ ଅନିନ୍ଦିତା ପୂଜାରୀ ପୁନଶ୍ଚ ସାଧାରଣ ସଂପାଦିକା ଓ ସଦାନନ୍ଦ ସାହୁ କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ
ଚଳିତ ବର୍ଷ ବାର ଆସୋସିଏସନ ଅଫ ଇଣ୍ଡିଆର ନିର୍ବାଚନରେ ପ୍ରଶାନ୍ତ କୁମାର ସଭାପତି , ରାଉରକେଲାର ଝିଅ ଡଃ ଅନିନ୍ଦିତା ପୂଜାରୀ ଦ୍ବିତୀୟ ଥର ପାଇଁ ସାଧାରଣ ସଂପାଦିକା ପଦବୀରେ ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ