ରାଉରକେଲା ଇଷ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ ଲିକ- Updates : ୪ ମୃତ , ୬ ଗୁରୁତର ସମସ୍ତେ ଠିକା ଶ୍ରମିକ :
ସୁନ୍ଦରଗଡ଼: ରାଉରକେଲା ସହର ସ୍ଥିତ ଇଷ୍ପାତ କାରଖାନାରେ ଥିବା କୋଲଡ କେମିକାଲ ବିଭାଗରେ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ କୌଣସି କାରଣରୁ ବିଷାକ୍ତ ଗ୍ୟାସ ଲିକ କରିବା ଯୋଗୁଁ ଘଟଣାସ୍ଥଳରେ ୧୦ ଜଣ