ଓଡିଶା ସମବାୟ କର୍ମଚାରୀ ମହାସଂଘର ଅନିର୍ଦ୍ଧିଷ୍ଟ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପଟ୍ଟାମୁଣ୍ଡାଇ ଶାଖାର ସମର୍ଥନ l ପଟ୍ଟାମୁଣ୍ଡାଇ
ପଟ୍ଟାମୁଣ୍ଡାଇ : ରାଜ୍ୟ ସରକାର ସମବାୟ ସମିତିର କର୍ମଚାରୀଙ୍କ ସହଯୋଗରେ କାଳିଆ, ବଳିଆ ଯୋଜନା ଭଳି ବିଭିନ୍ନ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ସ୍ୱଚ୍ଛ ପ୍ରଶାସକ ଭାବେ ବାହାବାହା ନେଉଛନ୍ତି l କିନ୍ତୁ