ଓଡ଼ିଶା ସିଭିଲ୍ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା ଘୁଞ୍ଚିଲା
ଭୁବନେଶ୍ୱର: OPSC(Odisha Public Service Commission) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ(OCS)-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି I ଆସନ୍ତା ନଭେମ୍ବରରେ ପରୀକ୍ଷା ହେବାର ଥିଲା। ହେଲେ ଏହାକୁ ଡିସେମ୍ବରକୁ ଘୁଞ୍ଚାଇ