ଓଡ଼ିଶା ସିଭିଲ୍ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର: OPSC(Odisha Public Service Commission) ଦ୍ୱାରା ପରିଚାଳିତ ‌ଓଡ଼ିଶା ସିଭିଲ୍‌ ସର୍ଭିସ(OCS)-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି  I

ଆସନ୍ତା ନଭେମ୍ବରରେ ପରୀକ୍ଷା ହେବାର ଥିଲା। ହେଲେ ଏହାକୁ ଡିସେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷା ଘୁଞ୍ଚିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହ ସହ ମେନ୍ ପରୀକ୍ଷାର ସୂଚୀ ମଧ୍ୟ ପ୍ରକାଶ ପାଇଛି। ଡିସେମ୍ବର ୭ରେ ପରୀକ୍ଷା ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

courtesy:otv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here