ଶହୀଦ ସପ୍ତାହ ପାଳନ ଅବସରରେ ପୋଲିଶ ପ୍ରଶାସନର ମାର୍ଚ୍ଚ ଫାଷ୍ଟ :

ରାଜଗାଙ୍ଗପୁର ରେ ଶହୀଦ ସପ୍ତାହ ପାଳନ ଅବସରରେ ରେ ରାଜଗାଙ୍ଗପୁର ପୋଲିଶ ପ୍ରଶାସନ ତରଫରୁ ଫାଷ୍ଟ ମାର୍ଚ୍ଚର ପାଳନ କରାଗଲା  ।ଶହୀଦ ସପ୍ତାହ ପାଳନ ଅବସରରେ ରେ  ସୁନ୍ଦରଗଡ ଜିଲ୍ଲା ପୋଲିଶ ତରଫରୁ ବ୍ୟାଣ୍ଡ ପାର୍ଟି ସହିତ ପଦଯାତ୍ରା ର ପାଳନ  କରାଯାଇଥିଲା ଉକ୍ତ ପଦଯାତ୍ରା ଅବସର ରେ ଏସଡିପିଓ ଡକ୍ଟର ଶଶାଙ୍କ ଶେଖର ବେଓରା ରାଜଗାଙ୍ଗପୁର ଥାନା ଭାରପ୍ରାପ୍ତ ଅଧିକାରୀ ଗୋକୁଳାନନ୍ଦ ସାହୁ, ଏଏସଆଇ ଦେବକି ନାୟକ, ଏମ ବି ପଟେଲ,ଏବଂ ଥାନା ର ସମସ୍ତ କର୍ମଚାରୀ ତଥା ଝାରଶୁଗୁଡା ର ଦ୍ୱିତୀୟ ବାଟାଲିୟନ ସହିତ ପଦଯାତ୍ରା ରାଜଗାଙ୍ଗପୁର  ସୁଭାସ ଛକ୍ ଠାରୁ ଆରମ୍ଭ କରି  ଲାଲ ବାବା ମଜାର ରୋଡ଼, ଭଟ୍ଟାପଡା, ରବ୍ବାନୀ ଛକ,ରସିଦ ଛକ, ଇନ୍ଦିରା ଚକ୍, ରୁ ମୁଖ୍ୟ ବଜାର ରାସ୍ତା ଦେଇ ରାଜଗାଙ୍ଗପୁର ଥାନା ପରିସର ରେ ସମାପ୍ତ ହେଲା ସମସ୍ତ ପୋଲିଶ କର୍ମଚାରୀ ଫାଷ୍ଟ ମାର୍ଚ ଏବଂ ଅନୁଶାସନ ବଜାୟ ରଖିବା ସହ କୋଭିଡ ଗାଇଡଲାଇନ ଅନୁସରଣ କରି ପଦଯାତ୍ରା କରିଥିଲେ |

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here