ନିଟ୍ ପରୀକ୍ଷା ରେ ସଫଳତା ଲାଭ କରିଥିବା ଛାତ୍ର ରାଜ୍ୟ ବିଜେଡି ର ସଂଖ୍ୟା ଲଘୁ ସେଲର୍ ସମ୍ପାଦକ ଙ୍କ ଦ୍ଵାରା ସମ୍ମାନିତ
କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁରବାହାଲ ଗ୍ରାମରୁ ପ୍ରଥମ ଛାତ୍ର ଭାବରେ ଡାକ୍ତରୀ ପାଠପଢ଼ା ପାଇଁ ନିଟ ପରୀକ୍ଷାରେ ସଫଳତା ହାସଲ କରିଥିବା ଏମଡି ନିସାତ ରାଜାଙ୍କୁ ରାଜ୍ୟ ବିଜେଡିର ସଂଖ୍ୟା ଲଘୁ ସେଲର ସଂପାଦକ