ଲକ୍ଷ୍ମୀପୁର ତହସିଲଦାରଙ୍କ ଅବହେଳା ଯୋଗୁଁ ଛାତ୍ର ଛାତ୍ରୀଙ୍କୁ ମିଲିପାରୁନାହିଁ ପ୍ରମାଣ ପତ୍ର।
କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକର ତହସିଲଦାରଙ୍କ ଖାମଖିଆଲ ନୀତି ଯୋଗୁଁ ଛାତ୍ର ଛାତ୍ରୀ ମାନେ ନାହଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ବର୍ତ୍ତମାନ କଲେଜ୍ ଜଇନ୍ ସମୟ । ପିଲାମାନଙ୍କ ଜଇନ୍ ତାରିଖ