ନୱାଜୁଦ୍ଦିନଙ୍କ ସମେତ ପରିବାର ୪ ସଦସ୍ୟଙ୍କୁ ମିଳିଲା ଜାମିନ୍, ତୃତୀୟ ଭାଇ ମିନାଜୁଦ୍ଦିନଙ୍କ ଜାମିନ୍ ଆବେଦନ ଖାରଜ I
ଆଲ୍ଲାହାବାଦ: ପତ୍ନୀ ଆଲିଆ ସିଦ୍ଦିକୀ ନିର୍ଯାତନା ମାମଲା ରୁଜୁ କରିବା ପରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ ଓ ତାଙ୍କ ପରିବାରର ଅନ୍ୟ ୩ ଜଣ ସଦସ୍ୟଙ୍କୁ ଆନ୍ତରୀଣ ଜାମିନ୍ ପ୍ରଦାନ