ହୋମ୍ ଡେଲିଭରି ଦିଆଯିବ ଅକ୍ସିଜେନ୍ କନ୍ସେନ୍ଟ୍ରେଟର I
ନୂଆଦିଲ୍ଲୀ: ଏଣିକି ରାଜଧାନୀ ଦିଲ୍ଲୀରେ ହୋମ୍ ଡେଲିଭରି ଦିଆଯିବ ଅକ୍ସିଜେନ୍ କନ୍ସେନ୍ଟ୍ରେଟର। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଏହାସହ ଆସନ୍ତା ୧୫ ତାରିଖରୁ ଅକ୍ସିଜେନ୍ କନ୍ସେନ୍ଟ୍ରେଟର ବ୍ୟାଙ୍କ ଆରମ୍ଭ କରିବାକୁ