ବଗଲା ଧର୍ମଶାଳା ଜମି ଅନିୟମିତତା ମାମଲା : ହାଇକୋର୍ଟରେ ସରକାରଙ୍କ ଜବାବ ଦାଖଲ, ୧୬ରେ ପରବର୍ତ୍ତୀ ଶୁଣାଣି
କଟକ : ପୁରୀ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ଅନିୟମିତତା ପ୍ରସଂଗରେ ହାଇକୋର୍ଟରେ ସରକାର ଜବାବ ଦାଖଲ କରିଛନ୍ତି । ତେବେ ସରକାରଙ୍କ ଜବାବ ଉପରେ ଆବେଦନକାରୀ ପ୍ରତିଜବାବ ରଖିପାରିବେ ବୋଲି ହାଇକୋର୍ଟ