ବିଦ୍ୟୁତ ଲତା ଜେନା ସ୍ମୃତି ସଂସଦ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା।
ଆଜି କେନ୍ଦ୍ରାପଡା ପ୍ରେସ୍ କ୍ଲବ୍ ପରିସରରେ ବିଦ୍ୱାନ ଏଜୁକେସନର ଚାରିଟେବୁଲ୍ ଟ୍ରଷ୍ଟ୍ ଆନୁକୂଲ୍ୟରେ ସ୍ୱର୍ଗତ ବିଦ୍ୟୁତ ଲତା ଜେନାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧଉତ୍ସବରେ ଆଜି କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି ।