ପୁରୀ: କୃଷ୍ଣପ୍ରସାଦ ଥାନା ଅଂଚଳରେ ବେଆଇନ ଭାବେ ନିଶା କାରବାର କରୁଥିବା ଅଭିଯୋଗ, ଦୁଇଜଣ ଗିରଫ
ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଅଧୀକ୍ଷକ ତତ୍ୱବାଧାନରେ ତଥା ସାତପଡ଼ା ଅବକାରୀ ଏସଆଇ ବିନୋଦ ବାସ୍କେଙ୍କ ନେତୃତ୍ୱରେ କୃଷ୍ଣପ୍ରସାଦ ଥାନା ଅଂଚଳରେ ଚଢ଼ାଉ କରାଯାଇ ବେଆଇନ ଭାବେ ନିଶା କାରବାର କରୁଥିବା