ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଆଇନଜୀବି ରୁଜୁ କଲେ ଧର୍ତ୍ତବ୍ୟ ଅପରାଧିକ ମାମଲା: ୨୮ରେ ହାଜର ପାଇଁ ତଲବ କଲେ ଜେଏମଏଫସି କୋର୍ଟ !
ଯାଜପୁର :ବିନା କୌଣସି ଟ୍ରାଫିକ ନିୟମ ଖିଲାଫ ସତ୍ତ୍ଵେ ଚଣ୍ଡିଖୋଲ ଅଞ୍ଚଳର ଜଣେ ଜଣାଶୁଣା ଆଇନଜୀବୀ ତଥା ବୁଦ୍ଧିଜୀବିଙ୍କ କାର ଉପରେ ମୋଟା ଅଙ୍କର ଚାଲାଣ କାଟିବାର ଡ଼ର ଦେଖାଇ ଦିନ ଦ୍ୱିପହରେ ତାଙ୍କୁ