ବିଶ୍ୱହିନ୍ଦୁ ପରିଷଦ ବଜରଂଗ ଦଳ ପକ୍ଷରୁ ହୃର୍ତାତ୍ମା ଦିବସ ଉପଲକ୍ଷେ ରକ୍ତଦାନ ଶିବିର
ଆଜି କେନ୍ଦ୍ରାପଡା ବାଲାବାବା ମଠ ପରିସରରେ ଏକ ରକ୍ତଦାନ ଶିବିର ହୃର୍ତାତ୍ମା ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି I ବିଶ୍ୱହିନ୍ଦୁ ପରିଷଦର ସଭାପତି ଶ୍ରୀଯୁକ୍ତ ବାନାମ୍ବର ସାହୁ, ନଗର ସମ୍ପାଦକ ପ୍ରଭାତ କୁମାର ମାହାନ୍ତି,ବଜରଂଗ