ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି, ଗ୍ୟାସ ସିଲିଣ୍ଡର ମୁଣ୍ଡେଇ ବିକ୍ଷୋଭ ପ୍ରଦର୍ଶନ କଲେ ମହିଳା,ଦରହ୍ରାସ ନିମନ୍ତେ ରାଷ୍ଟ୍ରପତିଙ୍କୁ ଦାବିପତ୍ର I
ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗଦେଇ କହିଲେ ଯେ,ଆଛେ ଦିନର ପ୍ରତିଶୃତି ଦେଇ ମୋଦିଙ୍କ ବିଜେପି ଦଳ କ୍ଷମତାକୁ ଆସିବା ପରେ ଜନସାଧାରଣଙ୍କୁ ପ୍ରତାରିତ କରି