ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ସହିତ ଅନ୍ୟାନ୍ୟ ଖାଉଟି ସାମଗ୍ରୀ ଗୁଡିକର ଦର ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ସହିତ ରାଲି ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଦାବିପତ୍ର ପ୍ରଦାନ ।
ଆଜି କେନ୍ଦ୍ରାପଡା ଜିଲ୍ଲା ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଦିନକୁ ଦିନ ଅହେତୁକ ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ ସହିତ ଦୈନାଦିନ ଜୀବନରେ ନିତ୍ୟ ବ୍ୟବହାର୍ଯ୍ୟ ଅନ୍ୟାନ୍ୟ ବିଭିନ୍ନ ଖାଉଟି ସାମଗ୍ରୀ ଗୁଡ଼ିକର