“କେନ୍ଦ୍ରାପଡା ଜିଲ୍ଲାରେ କରୋନା ଟୀକା ଅଭାବ ପରିଲକ୍ଷିତ ସମ୍ଭନ୍ଧିଅ ଅନ୍ୟାନ୍ୟ ୪ଦଫା ଦାବି ଗୁଡିକୁ ନେଇ ଜନଶକ୍ତି ପାର୍ଟିର ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ ।*
ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟ ଜନଶକ୍ତି ପାର୍ଟି ପକ୍ଷରୁ ଓଡିଶା ଭଳି ସମଗ୍ର ରାଜ୍ୟରେ ଏବଂ ବିଶେଷ କରି କେନ୍ଦ୍ରାପଡା ଜିଲ୍ଲାରେ ଏପରି ଦୁଃଖଦ ଓ ଦୁର୍ଦ୍ଦିନ ସମୟରେ କରୋନା ଭଳି