ଖବର ସଂକ୍ଷେପ ରେ…… ତାରିଖ ୨୧/୦୫/୨୧, ଶୁକ୍ରବାର (NEWS IN BULLETS)
୧-ଓଡ଼ିଶାକୁ ‘ୟାସ୍’ ଭୟ; ୨୬ରେ ଉପକୂଳ ଛୁଇଁବ। ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ଆରମ୍ଭ, ଜିରୋ କାଜୁଆଲିଟିକୁ ଗୁରୁତ୍ୱ। ୨-ସ୍ୱାସ୍ଥ୍ୟ ସେବାରେ ଆସିବ ଉନ୍ନତି, ଲାଗୁ ହେବ ଓଡ଼ିଶା ଇ-ହସପିଟାଲ ମ୍ୟାନେଜମେଣ୍ଟ ଇନଫର୍ମେସନ