ସୁନ୍ଦରଗଡ ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି , ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ ଅକାଳ ବିୟୋଗ :
ସୁନ୍ଦରଗଡ: ସକାଳୁ ସକାଳୁ ଖବର ପାଇଲା ପରେ ଆଶ୍ଚର୍ଯ୍ୟ ଆଚମ୍ବିତ ଲାଗିଥିଲା । ଇଟିଭି ଭାରତର ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ ଅକାଳ ବିୟୋଗ । ଖବରଟି ଶୁଣିବା ପରେ ମଧ୍ୟ ପୂର୍ଣ୍ଣ ବିଶ୍ବାସ