ଆନ୍ତର୍ଜାତିକ ରୋଟାରୀ କ୍ଲବ୍ ୩୨୬୨ ଜିଲ୍ଲା ଓ ଆରସିବି ସ୍ମାଇଲ୍ ପକ୍ଷରୁ ସ୍ତନ କର୍କଟ ସଚେତନତା ସହିତ ପୁସ୍ତକ ଉନ୍ମୋଚନ
ଭୁବନେଶ୍ୱର: ମହିଳା ମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ର ଲକ୍ଷଣ ବଢ଼ିବାରେ ଲାଗିଛି । ଏହି ରୋଗ ପ୍ରତିବର୍ଷ ୨.୧ ନିୟୁତ ମହିଳାଙ୍କୁ ପ୍ରଭାବିତ କରିଥାଏ । ପ୍ରାୟ ୧୫ % ମହିଳା କର୍କଟ