+୨ ଭୋକେସନାଲରେ ରାଜ୍ୟ ଟପର୍ ମୈତ୍ରୀ ରାଉତକୁ ସମ୍ବର୍ଦ୍ଧନା ।
କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ନିକିରାଇ ମଠସାହି ଗ୍ରାମର ପିତା-ରବିନ୍ଦ୍ର ରାଉତ ଓ ମାତା-ଭାଗ୍ୟବତୀ ରାଉତଙ୍କ ଝିଅ କୁମାରୀ ମୈତ୍ରୀ ରାଉତ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଭୋକେସନାଲ୍ ବିଷୟ ରଖି ଚଳିତ ବର୍ଷ