ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ନେଇପାରିବେ କି କରୋନା ଟିକା?
ନୂଆଦିଲ୍ଲୀ: ଭାରତର ମୋଟ ଜନସଂଖ୍ୟାର ପାଞ୍ଚ ପ୍ରତିଶତ ଗର୍ଭବତୀ ମହିଳା ଅଛନ୍ତି। ଯୁକ୍ତରାଷ୍ଟ୍ର, ବ୍ରିଟେନ ଏବଂ ଚୀନ୍ ଭଳି ଦେଶ ଆଶାକର୍ମୀ ଏବଂ ଗର୍ଭବତୀ ମହିଳାମାନଙ୍କୁ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଭାରତ ଏପର୍ଯ୍ୟନ୍ତ