ଖବର ସଂକ୍ଷେପ ରେ … ତାରିଖ ୧୧-୧୨-୨୦ ଶୁକ୍ରବାର (NEWS IN BULLETS) : 12 NOON
୧-ସ୍କୁଲ-କଲେଜ ଖୋଲିବା ନେଇ ମନ୍ତ୍ରୀ, ଅମଲାଙ୍କ ବେପରୁଆ ବୟାନକୁ ମୁଖ୍ୟମନ୍ତ୍ରୀଙ୍କ ନାପସନ୍ଦ । ୨-ବରମୁଣ୍ଡା ବସ୍ଷ୍ଟାଣ୍ଡ ଉନ୍ନତୀକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୮ ମାସରେ ସରିବ କାମ, ବିକାଶ ପାଇଁ ଖର୍ଚ୍ଚ ହେବ