ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଜିଲ୍ଲା ପାଠାଗାର ଉଦଘାଟିତ:
ସୁନ୍ଦରଗଡ଼ରେ ଲୋକକଳାର ପ୍ରସାର ପାଇଁ ଆରମ୍ଭ ହେଲା ‘ସହଭାଗିତା’ କାର୍ଯ୍ୟକ୍ରମ । ସୁନ୍ଦରଗଡ଼ଠାରେ ନବନିର୍ମିତ ସଂସ୍କୃତି ଭବନରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଏବଂ ଜିଲ୍ଲା ପାଠାଗାର ଉଦଘାଟିତ ହୋଇଯାଇଛି। ତା’ସହିତ ଲୋକକଳାର ପ୍ରଚାର ପ୍ରସାର