ଶୀତଳଭଣ୍ଡାରରେ ୯ ବର୍ଷ ତଳର ପ୍ରସ୍ତାବ : ନେତାଜୀଙ୍କ ନାମରେ ନାମିତ ହେଉ କଟକ ରେଳଷ୍ଟେସନ୍
କଟକ : କଟକ ରେଳଷ୍ଟେସନକୁ ନେତାଜୀଙ୍କ ନାମରେ ନାମିତ କରିବାକୁ ବିଧିବଦ୍ଧ ଭାବେ ଲିଖିତ ପ୍ରସ୍ତାବ କେନ୍ଦ୍ରକୁ ଯାଇଥିଲା ୨୦୧୨ରେ। ୯ ବର୍ଷ ବିତିଗଲାଣି। କିନ୍ତୁ ପ୍ରସ୍ତାବ ଶୀତଳଭଣ୍ଡାରରେ ପଡି ରହିଛି। ୧୨୫ତମ ନେତାଜୀ